ଶବ ପୋଡ଼ିବାକୁ ହୀନସ୍ତା ପଳାସୁଣି ଗ୍ରାମବାସୀ: ମଶାଣି ଭୂଇଁ‌‌ରେ ବସ୍ତି

‘ଅନ୍ୟତ୍ର ଜାଗା ନଦେଲେ ପୁରୁଣା ଜାଗାରେ ଶବ ପୋଡ଼ିବୁ’-ଗ୍ରାମବାସୀ ଭୁବନେଶ୍ବର: ଶହ ଶହ ବର୍ଷ ଧରି ବାପ, ଅଜା ଅମଳରୁ ଯେଉଁ ଜମିରେ ଶବ ସତ୍କାର ହୋଇଆସୁଥିଲା, ସହରର ବିକାଶ ପାଇଁ ଜନସ୍ବାସ୍ଥ୍ୟ ବିଭାଗ ସେହି ଜମିକୁ ନେଇଗଲା। କିନ୍ତୁ ତା’ ବଦଳରେ ଯେଉଁ ଜମି ଦେଲା, ସେଠାରେ ପାଖାପାଖି ୨ହଜାର ଲୋକ ବସବାସ କରୁଥିବା ବସ୍ତି ଗଢ଼ି ଉଠିଛି। ତେଣୁ ଗାଁରେ କାହାର ମୃତ୍ୟୁ ହେଲେ ଗ୍ରାମବାସୀଙ୍କୁ ବାଧ୍ୟ … Continue reading ଶବ ପୋଡ଼ିବାକୁ ହୀନସ୍ତା ପଳାସୁଣି ଗ୍ରାମବାସୀ: ମଶାଣି ଭୂଇଁ‌‌ରେ ବସ୍ତି